16.1 C
Bhubaneswar
Tuesday, December 9, 2025
Homeଓଡିଶାବିଦ୍ୟୁତ ତାର ଲାଗି ମାମୁଭଣଜା ମୃତ

ବିଦ୍ୟୁତ ତାର ଲାଗି ମାମୁଭଣଜା ମୃତ

ଭଦ୍ରକ: ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମାମୁଁ-ଭଣଜାଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ବ୍ଲକ ଦୈସିଂ ଗାଁରେ ମାମୁଁ-ଭଣଜାଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ମାଙ୍କଡ ଘଉଡାଇବା ବେଳେ ବିଦ୍ୟୁତ ତାର ସଂସ୍ପର୍ଷରେ ଆସିଲେ । ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking