29.1 C
Bhubaneswar
Monday, June 9, 2025
Homeଓଡିଶାଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ  ପଦ୍ମପୁର ପଞ୍ଚାୟତ ଯୋଗୀମଠ ମୁଣ୍ଡାସାହି  ୟୁକେଲ ପଟାସ ଜଙ୍ଗଲରୁ ଆଜି ଦମ୍ପତିଙ୍କ  ଝୁଲନ୍ତା ଶବ ଉଦ୍ଧାର ହୋଇଛି ।  ମୃତ ଦମ୍ପତ୍ତି ହେଲେ  ରଇବୁ ମୁଣ୍ଡା ଓ ସ୍ତ୍ରୀ ଗୌରୀ ମୁଣ୍ଡା। ଗତକାଲି  ଗତକାଲି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ରାତିରେ ଏକ ଗଛରେ   ଦୁହେଁ ପାଞ୍ଚ ମାସର ଶିଶୁକନ୍ୟାକୁ ଛାଡି ଏକ ଶାଢୀ ଲଗାଇ ଝୁଲିପଡିଥିଲେ ।  ଆଜି ଖବର ପାଇ  କେନ୍ଦୁଝର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking