15.1 C
Bhubaneswar
Tuesday, December 9, 2025
Homeଓଡିଶାଦେଶୀ ମଦ ଭାଟିରେ ଚଢ଼ାଉ : ଜବତ ହେଲା ୨ଶହ ଲିଟର ଦେଶୀ ମଦ

ଦେଶୀ ମଦ ଭାଟିରେ ଚଢ଼ାଉ : ଜବତ ହେଲା ୨ଶହ ଲିଟର ଦେଶୀ ମଦ

କୋରାପୁଟ : ମାଟି ତଳେ ରଖାଯାଇଥିଲା ରନ୍ଧା ମଦ। ପୋଲ ତଳେ ଏବଂ ଗାତ ଖୋଳି ମାଟି ଭିତରେ ରଖାଯାଇଥିଲା ଦେଶୀ ମଦ, ଜବତ କଲା ଅବକାରୀ ବିଭାଗ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି । ବେଆଇନ ଭାବେ ରନ୍ଧା ଯାଇଥିବା ୫ ହଜାର ୫୦୦ ଲିଟର ମହୁଲ ପୋଚ ଏବଂ ୨୦୦ ଲିଟର ଦେଶୀ ମଦ ଜବତ ହୋଇଛି । ବୈପାରିଗୁଡା ଅବକାରୀ ଥାନା ଲିମା ଗାଁରେ ଚଢ଼ାଉ ହୋଇଥିଲା । ତେବେ ଚଢାଉ ସମୟରେ ଅବକାରୀ ପୋଲିସକୁ ଦେଖି ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking