30.1 C
Bhubaneswar
Monday, October 28, 2024
Homeଓଡିଶାଦୁର୍ନୀତିକୁ ବରଦାସ୍ତ କରାଯିବନି: ମୁଖ୍ୟମନ୍ତ୍ରୀ

ଦୁର୍ନୀତିକୁ ବରଦାସ୍ତ କରାଯିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ନିବାରଣ ପାଇଁ ଶପଥ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶୃତି ବଦ୍ଧ। ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି। ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରି କୋର୍ଟ ପଠାଯାଇଛି । ୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ ଟି ପ୍ଲଟ ,୩୨ କୋଠା , ପ୍ରାୟ ୬ କେଜି ସୁନା । ୧୦ କୋଟି ବ୍ୟାଙ୍କ ଡିପୋଜିଟ ଓ ୨୧ ଲକ୍ଷ ନଗତ ଟଙ୍କା ଜବତ ହୋଇଛି । ଏବେ କେବଳ ଟ୍ରେଲର ଚାଲିଛି , ଆଗକୁ ବହୁତ କିଛି ବାକି ଅଛି । ଦୁର୍ନୀତି କରୁଥିବା ଲୋକଙ୍କ ମନରେ ସବୁବେଳେ ଭୟ ରହିବ। ଏ ସରକାର କେତେବେଳେ ବି ବାନ୍ଧିପାରେ ବୋଲି ସବୁବେଳେ ମାନେ ପଡିବ । ଦୁର୍ନୀତି ନିବାରଣ ପାଇଁ ଶପଥ ନେଲେ ସରକାରୀ ଅଧିକାରୀ । ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking