25.1 C
Bhubaneswar
Thursday, May 22, 2025
Homeଓଡିଶାଦୁର୍ନୀତି : ୫ ବର୍ଷରେ ୮୨୭ ଗିରଫ

ଦୁର୍ନୀତି : ୫ ବର୍ଷରେ ୮୨୭ ଗିରଫ

ଭୁବନେଶ୍ୱର : ଦୁର୍ନୀତିରେ ମାତିଛନ୍ତି ସରକାରୀ ବାବୁ । ଏମିତି କିଛି ଗୃହରେ ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେ କହିଛନ୍ତି ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭  ପୂର୍ତ୍ତ, ପଞ୍ଚାୟତିରାଜ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଗୃହ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ସର୍ବାଧିକ ଦୁର୍ନୀତି ହୋଇଛି । ଗତ ୫ ବର୍ଷ ରେ ଦୁର୍ନୀତି ଅଭିଯୋଗ ରେ ଗିରଫ ହୋଇଛନ୍ତି ୮୨୭ ସରକାରୀ ଅଧିକାରୀ । ଦୁର୍ନୀତି କରି ଦଣ୍ଡିତ ହୋଇଛନ୍ତି ୪୩୬ ଅଧିକାରୀ ।  ଏବେବି ୧୧୩୧ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଚାର୍ଜ ସିଟ ଦାଖଲ କରିଥିବା ବେଳେ ଚାଲିଛି ବିଚାର ପ୍ରକ୍ରିୟା ଚାଲୁରହିଛି । ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ନୂତନ ଭାବେ ୪୮ ଗୋଟି ପଦବୀ ସୃଷ୍ଟି କରିଛନ୍ତି ।   ଏ ନେଇ ବିଧାନସଭାରେ  ଲିଖିତ ଉତ୍ତର ରଖିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking