ଭୁବନେଶ୍ୱର : ଫେବୃଆରି ଶେଷ ସୁଦ୍ଧା ନିଗମ , ବୋର୍ଡ ଓ କମିଶନ ଅଧ୍ୟକ୍ଷ ପଦ ଚୟନ ହେବ । ଏନେଇ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଗମ ନିଷ୍ପତ୍ତି ନେଇଛନ୍ତି । ନିଯୁକ୍ତି ନେଇ ବିଜେପିର କୌଣସି ଲବି କାମ ଦେବନି । ମୁଖ୍ୟମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାଙ୍କୁ ନେଇ ଆଲୋଚନା ହେବ । ସକ୍ଷମ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି ।










