14.1 C
Bhubaneswar
Saturday, December 6, 2025
Homeଓଡିଶାଖୁବଶୀଘ୍ର ନିଗମ, ବୋର୍ଡ ତାଲିକା: ମନମୋହନ

ଖୁବଶୀଘ୍ର ନିଗମ, ବୋର୍ଡ ତାଲିକା: ମନମୋହନ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିବାପରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,ଖୁବଶୀଘ୍ର ନିଗମ, ବୋର୍ଡର ଚୂଡାନ୍ତ ତାଲିକା ବାହାରିବ । କାହାର ମୋହର ଦରକାର ନାହିଁ କହିଛନ୍ତି ମନମୋହନ । ୨୦ ତାରିଖ ପରେ ଆଲୋଚନା ହେବ କହିଥିଲି । ରାଜନୈତିକ କାମ ଯୋଗୁଁ କାଯ୍ୟକ୍ରମ ଏପଟସେପଟ ହେଉଛି । ବିରୋଧୀଙ୍କ ଭୋଟ ଚୋରି ପ୍ରସଙ୍ଗରେ ମତ ମଧ୍ୟ ରଖିଛନ୍ତି । କହିଲେ, ଅଭିଯୋଗ କଲେ ହେବନି, ତଥ୍ୟ ଓ ପ୍ରମାଣ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking