ଭୁବନେଶ୍ୱର : ବିଧାନସଭାରେ ଉଠିଲା ଏସ୍/ଏସଟି, ଓବିସି ସଂରକ୍ଷଣ ପ୍ରସଙ୍ଗ । ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ । ପୋଡିୟମ ତଳେ ଉଭୟ ସଦସ୍ୟଙ୍କ ନାରାବାଜି । ଶାସକ ଦଳ ଆଡକୁ ଫିଙ୍ଗିଲେ ଲିଫ୍ଲେଟ । ଗୃହରେ ଲିଫ୍ଲେଟ ଉଡାଇଲେ କଂଗ୍ରେସ ସଦସ୍ୟ । ଏସ୍/ଏସଟିଙ୍କ ସ୍ୱର ସରକାର ବନ୍ଦ କରି ଦେଉଥିବା ଅଭିଯୋଗ ।









