27.1 C
Bhubaneswar
Saturday, July 6, 2024
Homeଓଡିଶାକଂଗ୍ରେସର ଚେତାବନୀ, ବିଜେପିର ଜବାବ

କଂଗ୍ରେସର ଚେତାବନୀ, ବିଜେପିର ଜବାବ

ଭୁବନେଶ୍ୱର : କଂଗ୍ରେସ ଚେତାବନୀ ପରେ ବିଜେପି ରଖିଲା ଜବାବ । ୨୦ ହଜାର ବୁଥରେ ଖାତା ଖୋଲି ପାରିନି କଂଗ୍ରେସ । ଆନ୍ଦୋଳନ କରିବା ଅଧିକାର ସସ୍ତଙ୍କର ରହିଛି । କିଏ ଠିକ କରିଛି ଭୁଲ କରିଛି କଂଗ୍ରେସ ବିଚାର କରୁ । ଏଭଳି ଆଚରଣ ପାଇଁ ଲୋକେ ଉଚିତ ଜବାବ ଦେଉଛନ୍ତି । ସୂଚନା ଯୋଗ୍ୟ ଯେ, କଂଗ୍ରେକ ପୁଲିସକୁ ୭୨ ଘଣ୍ଟା ଚେତାବନୀ  ଦେଇଥିଲା । ତେବେ ତୁରନ୍ତ କାଲିର ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲା କଂଗ୍ରେସ । ନଚେତ ସାରା ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଥିଲା । ଆବଶ୍ୟକ ପଡିଲେ ବିଜେପି ପାର୍ଟି ଅଫିସରେ ପଶିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking