26.7 C
Bhubaneswar
Wednesday, March 26, 2025
Homeଓଡିଶାସାରା ରାଜ୍ୟରେ ଘଣ୍ଟ ବଜାଇବ କଂଗ୍ରେସ

ସାରା ରାଜ୍ୟରେ ଘଣ୍ଟ ବଜାଇବ କଂଗ୍ରେସ

ଭୁବନେଶ୍ୱର: ବିଧାନସଭାରୁ କଂଗ୍ରେସ ସହସ୍ୟଙ୍କ ନିଲମ୍ବନ ପ୍ରସଙ୍ଗ । ବୟାନ ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ନିଲମ୍ବନ ପ୍ରତ୍ୟାହାର ଦାବି କଲେ ଭକ୍ତ ଦାସ । ଦାବି ନଶୁଣିଲେ ସାରା ରାଜ୍ୟରେ ଘଣ୍ଟ ବଜାଯିବ । ଗୃହରେ ଘଣ୍ଟ ବଜାଇବା ଯଦି ଅଶୋଭନୀୟ, କରୋନା ବେଳେ ମୋଦୀ କେମିତି ଘଣ୍ଟ ବଜାଇବାକୁ କହୁଥିଲେ । ପ୍ରଧାନମନ୍ତ୍ରୀ ଘଣ୍ଟ ବଜାଇବା କହିବା କେଉଁ ଆଚରଣ । ମନ୍ଦିରରେ ଭଗବାନଙ୍କୁ ଉଠାଇବାକୁ ଘଣ୍ଟ ବଜାଯାଏ । ସେମାନଙ୍କ କଥା ଶୁଣିଲେନି ତେଣୁ ଘଣ୍ଟ ବଜାଇଲେ । ରାଜ୍ୟରେ ଜାଗରଣ ପାଇଁ ଆମେ ପ୍ରୟାସ କରିବୁ । ନାରୀଙ୍କୁ ସଜାଗ ପାଇଁ କଂଗ୍ରେସ କାମ କରିବ । ଓଡିଶାର ମହିଳାଙ୍କୁ ସଜାଗ କରିବା ପ୍ରଥମ କାମ । ଆଗକୁ ବଡ ବିପ୍ଳବ ହେବାକୁ ଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking