19.1 C
Bhubaneswar
Monday, December 8, 2025
Homeଓଡିଶା୨୪ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ

୨୪ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ

ଭୁବନେଶ୍ୱର: ଆସନ୍ତା ୨୪ରେ କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ । ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ  କରିବ କଂଗ୍ରେସ ।  ଏନେଇ ପିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି ।  ୧୭ ତାରିଖରେ  ଏଫଏମ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟରେ  ଅଖ ଚକ ବନ୍ଦ ଘୋଷଣା କରିଥିଲା କଂଗ୍ରେସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking