15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶକଂଗ୍ରେସ କରିବ ‘ଜୟ ହିନ୍ଦ୍ ସଭା’

କଂଗ୍ରେସ କରିବ ‘ଜୟ ହିନ୍ଦ୍ ସଭା’

ନୂଆଦିଲ୍ଲୀ: ଦେଶବ୍ୟାପୀ କଂଗ୍ରେସ କରିବ ‘ଜୟ ହିନ୍ଦ୍ ସଭା’ । କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି । ଭାରତୀୟ ଯବାନଙ୍କ ସଫଳତାକୁ ନେଇ କରିବ ସଭା । ଆସନ୍ତା ୨୦ ରୁ ୩୦ ଯାଏଁ  ଚାଲିବ ଜୟ ହିନ୍ଦ ସଭା । ଦିଲ୍ଲୀ, ସିମଲା, ପାଟନା, କୋଚି  ଗୌହ୍ୱାଟୀ, ଭୁବନେଶ୍ୱର, କୋଲକାତାରେ ହେବ ‘ଜୟ ହିନ୍ଦ  ସଭା’ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking