ଭୁବନେଶ୍ୱର : ବିଜେପିର ‘ସୁଭଦ୍ରା’ ରାଲିକୁ ଟାର୍ଗେଟ କଲେ ପିସିସି ସଭାପତି । ଅଢେଇ କୋଟି ମହିଳା ଥିବା ବେଳେ କୋଟିଏଙ୍କୁ ସୁଭଦ୍ରା କାହିଁକି ପ୍ରଶ୍ନ କଲେ ପିସିସି ସଭାପତି ଭକ୍ତ ଦାସ । ସୁଭଦ୍ରାରେ ଦଶମ ଛାତ୍ରୀଙ୍କୁ କାହିଁକି ସାମିଲ କରୁନାହାଁନ୍ତି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ମହିଳାଙ୍କୁ ଅତ୍ୟାଚାର କରି ଟଙ୍କା ବାଣ୍ଟି ଚୁପ କରିବାକୁ ଚାହୁଁଛି ବିଜେପି ।










