27.1 C
Bhubaneswar
Friday, March 27, 2026
Homeଓଡିଶାରାଜଧାନୀରେ କଂଗ୍ରେସର ବିକ୍ଷୋଭ

ରାଜଧାନୀରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ସଂସଦରେ ଠେଲାପେଲା ଘଟଣା ପାଇଁ ବିଜେପିକୁ ଦାୟୀ  କରି ବିକ୍ଷୋଭ କରିଛନ୍ତି । କଂଗ୍ରେସ ଅନୁସୂଚିତ ଜାତି ପକ୍ଷରୁ  ମାଷ୍ଟର କ୍ୟାଣ୍ଟିନ  ଛକରେ ବିକ୍ଷୋଭ  କରିଛନ୍ତି ।  ସଂସଦରେ ବିତର୍କ ବେଳେ  ଶାହ ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିକ୍ଷୋଭ  କରିଛନ୍ତି । ଏହା ବିଜେପିର ହାଇଭୋଲଟେଜ ଡ୍ରାମା କହିଲେ ଜୟଦେବ ଜେନା । ଆମ୍ବେଦକରଙ୍କ ପ୍ରତି ଅପମାନ ସୂଚକ  ମନ୍ତବ୍ୟ ପାଇଁ  କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଏବଂ କ୍ଷମାପ୍ରର୍ଥନା ପାଇଁ ଦାବି କରିଛନ୍ତି କଂଗ୍ରେସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking