19.1 C
Bhubaneswar
Saturday, February 21, 2026
Homeଓଡିଶାଗୃହ ବନ୍ଦ କରିବା କଂଗ୍ରେସର ଉଦ୍ଦେଶ୍ୟ ନାହିଁ

ଗୃହ ବନ୍ଦ କରିବା କଂଗ୍ରେସର ଉଦ୍ଦେଶ୍ୟ ନାହିଁ

ଭୁବନେଶ୍ୱର: କଂଗ୍ରେସର ମୁଲତବି ପ୍ରସ୍ତାବକୁ ନେଇ ତାରାବାହିନୀ ପ୍ରତିକ୍ରିୟା ରଖି କହିଛନ୍ତି, କଂଗେରସ ମୁଲତବି ପ୍ରସ୍ତାବ ଦେଇଛି, କିନ୍ତୁ ସ୍ୱାଭାବିକ ନାହିଁ । ସର୍ବଦଳୀୟ ବୈଠକ ଡାକି ଗୃହ ସ୍ୱାଭାବିକ କରନ୍ତୁ । ବିଧାନସଭାକୁ ବନ୍ଦ କରିବା କଂଗ୍ରେସର ଉଦ୍ଦେଶ୍ୟ ନୁହେଁ । ସରକାରୀ ଦଳ ଓ ମୁଖ୍ୟ ବିରୋଧୀ ଗୃହକୁ ଚଳାଇ ଦେଉନାହାନ୍ତି । ଅନ୍ୟପଟେ ବିଧାନସଭା ଗୃହ ଚାଲିନପାରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ସ୍ୱାର୍ଥ ସମ୍ବଳିତ ଆଲୋଚନା ପାଇଁ ଆମେ ପ୍ରସ୍ତୁତ । ବିରୋଧୀ ଦଳର ଉଦ୍ଦେଶ୍ୟ ଚାଷୀ ସମସ୍ୟାର ସମାଧାନ ନୁହେଁ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ପରେ ବି ପ୍ରଶ୍ନକାଳକୁ ବନ୍ଦ କଲେ ବିରୋଧୀ । ଓଡିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନକରନ୍ତୁ । ବିରୋଧୀ ପଳାୟନପନ୍ଥୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking