24.1 C
Bhubaneswar
Friday, February 6, 2026
Homeଓଡିଶାବଲାଙ୍ଗିର, ନବରଙ୍ଗପୁର ଓ ଗଞ୍ଜାମ (ପୂର୍ବ) ସାଙ୍ଗଠନିକ ପାଇଁ ଷ୍ଟିଅରିଂ କମିଟି ଗଠନ କଲା କଂଗ୍ରେସ

ବଲାଙ୍ଗିର, ନବରଙ୍ଗପୁର ଓ ଗଞ୍ଜାମ (ପୂର୍ବ) ସାଙ୍ଗଠନିକ ପାଇଁ ଷ୍ଟିଅରିଂ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ବଲାଙ୍ଗିର, ନବରଙ୍ଗପୁର ଓ ଗଞ୍ଜାମ (ପୂର୍ବ) ସାଙ୍ଗଠନିକ ଜିଲ୍ଲାରେ ଜିଲ୍ଲା ସଂଯୋଜକ ନିଯୁକ୍ତି ହୋଇନଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ୩ଟି ପୃଥକ ଷ୍ଟିଅରିଂ କମିଟି ଗଠନ କରି ସେମାନଙ୍କ ନାମ ତାଲିକା ନିମ୍ନମତେ ଘୋଷଣା କରିଛନ୍ତି ।ବଲାଙ୍ଗିର ଜିଲ୍ଲା ଷ୍ଟିଅରି କମିଟିରେ ଅନିଲ ମେହେର-ଆବାହାକ ଭାବେ ରହିଥିବାବେଳେ ସର୍ବଶ୍ରୀ ସମରେନ୍ଦ୍ର ମିଶ୍ର, ଅଶୋକ ନନ୍ଦ, ରାଧାକାନ୍ତ ନାୟକ, ନରେନ୍ଦ୍ର ମେହେର, ସନ୍ତକ ବହିଦାର ଓ ବିରେନ୍ଦ୍ର ବାଗ ସଦସ୍ୟ ଭାବରେ ରହିଛନ୍ତି ଏବଂ ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ, ଗଣେଷ ସାହୁ ଓ ଆକବର ଖାନ୍ ନିମନ୍ତ୍ରିତ ସଦସ୍ୟଭାବେ ରହିଛନ୍ତି ।

ସେହିପରି ନବରଙ୍ଗପୁର ଜିଲ୍ଲା ଷ୍ଟିଅରିଂ କମିଟିରେ ସଦନ ନାୟକ-ଆବାହାକ ଭାବେ ରହିଥିବାବେଳେ ସର୍ବଶ୍ରୀ ଭୁଜବଳ ମାଝି, ମନୋରଞ୍ଜନ ତ୍ରିପାଠୀ, ସନରାଜ ଗଣ୍ଡ, ଅଖିଳ ଭତ୍ରା, ଦ୍ୱାରିକା ମହାପାତ୍ର, ଲିପିକା ମାଝୀ, ଅର୍ଜୁନ ସମର୍ଥ, ସବଲମ୍ ସାଉଁତା, ଦିଲ୍ଲୀପ ବେହେରା, ମନସା ତ୍ରିପାଠୀ, ଟି ନାଗରତ୍ନମ୍‌, ବୃନ୍ଦାବନ ତ୍ରିପାଠୀ, ବଂଶି ମାଝୀ, ଧରମ ସିଂ ମଙ୍ଗଳାମାଝୀ ଓ କ୍ଷମରାଜ ବାଗ୍ ସଦସ୍ୟ ଭାବରେ ରହିଛନ୍ତି ।ଅନୁରୂପ ଭାବରେ ଗଞ୍ଜାମ (ପୂର୍ବ) ସାଂଗଠନିକ ଜିଲ୍ଲା ଷ୍ଟିଅରିଂ କମିଟିରେ ଡଃ ତ୍ରିନାଥ ବେହେରା – ଆବାହାକ ରହିଥିବା ବେଳେ ରଶ୍ମିରଞ୍ଜନ ପଟ୍ଟନାୟକ-ସହ ଆବାହକ ରହିଛନ୍ତି ଏବଂ ସର୍ବଶ୍ରୀ ଶାକା ସୁଜିତ କୁମାର, ଗଣପତି ବାରିକ, ଶ୍ୟାମ ସୁନ୍ଦର ସାହୁ ଓ ବିକାଶ ନାୟକ ସଦସ୍ୟ ଭାବରେ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking