26.1 C
Bhubaneswar
Sunday, December 7, 2025
Homeଓଡିଶା୧୭ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

୧୭ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରେ  ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ।  କଂଗ୍ରେସ , ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା ଦେଲେ ।  ବାଲେଶ୍ୱର ଘଟଣାକୁ  ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି । ସ୍କୁଲ, କଲେଜ, ଦୋକାନ , ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ଦ ରହିବ ଗାଡି , ମୋଟର ଚଳାଚଳ ।  ଶାନ୍ତି ପୂଣ୍ଣ ଭାବରେ ବନ୍ଦ କରିବା ପାଇଁ ଡାକରା ଦେଇଛି କଂଗ୍ରେସ । ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି  ସାତୋଟି ରାଜନୈତିକ ଦଳ । ଏନେଇ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବର୍ତ୍ତମାନ ବାଲେଶ୍ୱର ଘଟଣା  ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking