ଭୁବନେଶ୍ୱର: କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରିଛି । ଯୁବ କଂଗ୍ରେସ କର୍ମୀ ଘେରାଉ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା , ଟମାଟୋ ମାଡ କରିଛନ୍ତି । ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ନାରୀ ନିର୍ଯାତନା ଅଭିଯୋଗ ଆଣି ଘେରାଉ କରିଥିଲେ କଂଗ୍ରେସ କର୍ମୀ ା ଓଡିଆ ଅସ୍ମିତା କୁଆଡେ ଗଲା କହି ନାରାବାଜି କରିଥିଲେ ।