21.1 C
Bhubaneswar
Sunday, December 7, 2025
Homeଓଡିଶାକଂଗ୍ରେସ ଓ ବିଜେଡି ହଇରାଣ କରୁଛନ୍ତି: ଅପରାଜିତା

କଂଗ୍ରେସ ଓ ବିଜେଡି ହଇରାଣ କରୁଛନ୍ତି: ଅପରାଜିତା

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରେସମିଟ୍ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ରଖିଲେ ତଥ୍ୟ । ଘଟଣାରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅଧ୍ୟାପକଙ୍କୁ ନିଲମ୍ବିତ ସହ ଗିରଫ କରାଗଲା । ୨୪ ଘଣ୍ଟା ଭିତରେ ପ୍ରାଥମିକ ରିପୋର୍ଟ ଆସିଲା । ଘଟଣାରେ ବିରୋଧୀ ବାତାବରଣକୁ ଅଶାନ୍ତ କରୁଛନ୍ତି । ଆନ୍ଦୋଳନ ପୂର୍ବରୁ ଆତ୍ମସମୀକ୍ଷା କରିବା ଜରୁରୀ ଥିଲା । କଂଗ୍ରେସ ଓ ବିଜେଡି ଲଗାତାର ହଇରାଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking