21.7 C
Bhubaneswar
Monday, February 23, 2026
Homeଓଡିଶାବେପରୁଆ ଭାବେ ମୋ’ ବସ ଚଳାଚଳକୁ ନେଇ ହାଇକୋର୍ଟଙ୍କ ଉଦବେଗ

ବେପରୁଆ ଭାବେ ମୋ’ ବସ ଚଳାଚଳକୁ ନେଇ ହାଇକୋର୍ଟଙ୍କ ଉଦବେଗ

କଟକ : ବେପରୁଆ ଭାବେ ମୋ ବସ ଚଳାଚଳକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେବାଲାଗି କ୍ରୁଟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ହୋଇଛି।

ତେବେ ଶୃଙ୍ଖଳିତ ଭାବେ କିପରି ମୋ ବସ ଚଳାଚଳ କରିପାରିବ, ସେନେଇ କ୍ରୁଟ କର୍ତ୍ତୃପକ୍ଷ ରାଜ୍ୟ ସଡ଼କ ପରିବହନ ନିଗମ ସହ ପରାମର୍ଶ କରିବାକୁ କୁହାଯାଇଛି। ଯେମିତି ଗ୍ରାମୀଣ ଇଲାକାମାନଙ୍କରେ ଲକ୍ଷ୍ମୀ ବସ ଚଳାଚଳ କରୁଛି, ସେହି ଆକାରରେ ମୋ ବସ ଚଳାଚଳ କରୁ ବୋଲି ହାଇକୋର୍ଟ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ ଓଏସଆରଟିସି ଅଧ୍ୟକ୍ଷ ଏବଂ କ୍ରୁଟର ଅଧିକାରୀ ଆଭାସୀ ଜରିଆରେ ହାଜର ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking