ବରଗଡ: ବର୍ଷାରେ ଫସଲ ନଷ୍ଟ ହେବା ପ୍ରସଙ୍ଗ । ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏଥର ଆମ ସରକାର ନିଜ ପକୋଟରୁ କ୍ଷତିପୂରଣ ଦେବେ । ସର୍ଭେ ଚାଲିଛି । ରିପୋର୍ଟ ଆଧାରରେ କ୍ଷତିପୂରଣ ଦିଆଯିବ ।