ଭୁବନେଶ୍ୱର: ଅଦିନିଆ ବର୍ଷାରେ ଫସଲ କ୍ଷତିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ , ଯାହାର କ୍ଷତି ହୋଇଥିବା ସମସ୍ତଙ୍କୁ କ୍ଷତିପୂରଣ ମିଳିବ । ବୀମା ମଧ୍ୟ କରିଥିଲେ ମିଳିବ । ବୀମା କରିନଥିଲେ ରିପୋର୍ଟ ଆସିଲା ପରେ ମିଳିବ । ସରକାର ଲୋକଙ୍କ ସହ ଅଛନ୍ତି ।