30.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି 'ଭୁଲ୍‌ ଭୁଲୈୟା ୩'

ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ‘ଭୁଲ୍‌ ଭୁଲୈୟା ୩’

ମୁମ୍ବଇ: ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍‌ ଭୁଲୈୟା ୩’ । ଲୋକଙ୍କ ଉତ୍ସାହକୁ ଅଧିକ ବଢେଇବାରେ ଲାଗିଛି ଫିଲ୍ମର ଟ୍ରେଲର । ଟାଇଟଲ୍ ଟ୍ରାକ୍ ରିଲିଜ୍ କରିଛନ୍ତି ଯାହା ଲୋକଙ୍କ ହୃଦୟ ଜିତିବାରେ ଲାଗିଛି ଏହି ଟ୍ରାକ୍ ହେଉଛି ଏକ ଭିଜୁଆଲ୍ ଟ୍ରିଟ୍, କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ସ୍ମୁଥ୍ ଏବଂ ଆକର୍ଷଣୀୟ ସ୍ପୋକି ସ୍ଲାଇଡ୍ ଡ୍ୟାନ୍ସ ମୁଭ୍ ସହିତ ସ୍କ୍ରିନ୍ ଚୋରି କରି ନେଇଛନ୍ତି। ‘ଭୁଲ୍‌ ଭୁଲୈୟା ୩’ ର ଟ୍ରାକ୍‌କୁ ସ୍ୱତନ୍ତ୍ର କରିଛି ଆନ୍ତର୍ଜାତୀୟ ତାରକା ପିଟ୍‌ବୁଲ୍‌ଙ୍କ ଦମଦାର୍ ରାପ୍। ଏହା ସହିତ ପଞ୍ଜାବୀ ଗାୟକ ଦିଲ୍‌ଜିତ୍ ଦୋସାଞ୍ଜ ତାଙ୍କର ଅନନ୍ୟ ଷ୍ଟାଇଲ୍ ଆଣିଛନ୍ତି ଏବଂ ନୀରଜ ଶ୍ରୀଧର ହିନ୍ଦୀ ସ୍ୱରଗୁଡିକ ପରିଚାଳନା କରିଛନ୍ତି। ‘ଭୁଲ୍‌ ଭୁଲୈୟା ୩’ର ଟାଇଟଲ୍ ଟ୍ରାକ୍‌କୁ ଏକ ଆଧୁନିକ ଏବଂ ଆନ୍ତର୍ଜାତୀୟ ମୋଡ଼ ଦେଇଛନ୍ତି। ଏଥିରେ ବଡ଼ କଥା ହେଉଛି ଯେ , ଏହି ଟ୍ରାକ୍‌ରେ କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କର ସର୍ବୋତ୍ତମ ଆକର୍ଷଣୀୟ ଷ୍ଟାଇଲ୍‌ରେ ଚମତ୍କାର ଗ୍ଲାଇଡିଂ ଡ୍ୟାନ୍ସ ମୁଭ୍ ଦେଖାଇଛନ୍ତି, ଯାହା ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିବ ବୋଲି ଚର୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking