21.1 C
Bhubaneswar
Wednesday, February 4, 2026
Homeଓଡିଶାବିପଦ ସଂକେତ ଉପରେ ବୈତରଣୀ

ବିପଦ ସଂକେତ ଉପରେ ବୈତରଣୀ

ଭୂଅବେଶ୍ୱର : ବିପଦ ସଂକେତ ଉପରେ ବୈତରଣୀ। ଉପରମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ହେବା ପରେ ବୈତରଣୀ ନଦୀର ଜଳ ସ୍ତରରେ ବୃଦ୍ଧି ପାଇଛି। ଆଖୁଆପଦା ଆନିକଟଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତରାତିରେ ବୈତରଣୀ ନଦୀର ଜଳ ସତର୍କ ସଂକେତ ୧୭.୮୩ ମିଟର ପାର କରି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି। ତେବେ ଉପର ମୁଣ୍ଡରେ ବର୍ଷାର ପରିମାଣ କମ ଥିବାରୁ ଉପକୂଳବାସୀ କିଛି ପରିମାଣରେ ଅଶ୍ବସ୍ତ ଅଛନ୍ତି। ଯଦି ପୁଣି ବର୍ଷା ଲାଗିରହେ ତେବେ ବନ୍ୟା ପରିସ୍ଥିତି ସ୍ତୃଷ୍ଟି ହେବାର ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking