27.1 C
Bhubaneswar
Monday, December 8, 2025
Homeଓଡିଶାପେପରଲେସ ହେବ କଲେକ୍ଟରେଟ

ପେପରଲେସ ହେବ କଲେକ୍ଟରେଟ

ଭୁବନେଶ୍ୱର: ପେପରଲେସ ହେବ କଲେକ୍ଟରେଟ । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ରଙ୍କ କଡା ଚିଠି । ସାଉଥ ଡିଭିଜନର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଓସ୍ୱାସରେ ହେବ ସବୁ ସରକାରୀ ଚିଠି ନେଣଦେଣ । ୨ ବର୍ଷ ଧରି ଓସ୍ୱାସ ଥାଇ ବି କାମରେ ଲାଗୁନି ।  ୩ ମାସର ଓସ୍ୱାସ କାମ ନେଇ  ସମୀକ୍ଷା କରିବେ ଆରଡିସି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking