26.1 C
Bhubaneswar
Friday, April 3, 2026
Homeଓଡିଶାଭୁଶୁଡ଼ିଲା କ୍ରେନ ; ଜଣେ ଆହତ

ଭୁଶୁଡ଼ିଲା କ୍ରେନ ; ଜଣେ ଆହତ

ଭୁବନେଶ୍ୱର : ସେଣ୍ଟ୍ରିଂ ବେଳେ ଭୁଶୁଡ଼ିଲା କ୍ରେନ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର ଛାତ ପଡ଼ିବା ପାଇଁ ସେଣ୍ଟ୍ରିଂ କାମ ଚାଲିଥିଲା। ଏହି ସମୟରେ କ୍ରେନଟି ଭାଙ୍ଗି ଯାଇଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଥିଲେ। କ୍ରେନ ଭୁଶୁଡ଼ିବା ସମୟରେ ତଳେ ୧୪ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ। ହେଲେ ସୌଭାଗ୍ୟ ବଃଶତ ଏହି ଶ୍ରମିକଙ୍କର କିଛି ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking