ଝାରସୁଗୁଡା: କୋଇଲା ଚୋରି ଘଟଣାରେ ତନାଘନା । ସୁନ୍ଦରଗଡ ପରେ ଝାରସୁଗୁଡାରେ ଚଢାଉ କରାଯାଇଛି । ଝାରସୁଗୁଡା ବଡମାଲରେ ୪ ଜଣିଆ ଟିମ୍ରେ ତଦନ୍ତ ଚାଲିଛି । ଖଣି ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ । ଏସଏମସି କାରଖାନାରେ କୋଇଲା ଷ୍ଟକ ଯାଞ୍ଚ କରାଯାଉଛି ।