19.1 C
Bhubaneswar
Friday, December 5, 2025
Homeଓଡିଶା୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ: ମୁଖ୍ୟମନ୍ତ୍ରୀ

୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋଦିଙ୍କ  ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ ହୋଇଛି । ସଂକଳ୍ପ ସଫଳ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ଯାଏଁ ଚାଲିବ , କୋଟିଏ ପାର ହେବ ।  ସାମୂହିକ ପ୍ରୟାସରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ । ପ୍ରତ୍ୟେକଟି ଗଛ ଓଡିଶା ପାଇଁ ମୋଦିଜୀଙ୍କ ସ୍ନେହ, ଶ୍ରଦ୍ଧା ଓ ପ୍ରତିବଦ୍ଧତା ।  ଓଡିଶାର ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରତି ଗୋଟିଏ ଗୋଟିଏ ଧନ୍ୟବାଦ । ଆଗାମୀ ଦିନରେ ଏହି ଅଭିଯାନ ଆହୁରି ବ୍ୟାପକ ହେବ । ଭବିଷ୍ୟତ ପିଢିର ସୁରକ୍ଷା  ପାଇଁ ମୋଦୀଜୀଙ୍କ ନେତୃତ୍ୱ ପରିଚୟ ବହନ କରିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking