22.1 C
Bhubaneswar
Wednesday, March 4, 2026
Homeଅପରାଧଜମି ବିବାଦକୁନେଇ ଗୋଷ୍ଠି ସଂଘର୍ଷ,୨୦ରୁ ଅଧିକ ଆହତ

ଜମି ବିବାଦକୁନେଇ ଗୋଷ୍ଠି ସଂଘର୍ଷ,୨୦ରୁ ଅଧିକ ଆହତ

ମୟୂରଭଞ୍ଜ : ଜମି ବିବାଦକୁନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ, ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ନୂଆ କେଶଡିହା ଓ ଚାନ୍ଦିଖମଣ ଗାଁ ରେ ଘଟିଛି ସଙ୍ଘର୍ଷ, କେଶଡିହା ଏବଂ ଚାନ୍ଦିଖମଢଣ ଗ୍ରାମବାସୀ ଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ,ସଙ୍ଘର୍ଷରେ ୨୦ରୁ ଅଧିକ ଆହତ ହଇଥିବା ବେଳେ ସେଥିମଧ୍ୟରୁ ୪ଜଣ ଗୁରୁତର ଆହତ ଥିବା ସୂଚନା, ଆହତଙ୍କୁ ବର୍ତ୍ତମାନ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସାଜାରୀ ରହିଥିବା ଜଣାପଡିଛି। ଏ ଘଟଣାକୁନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ଦେଖିବାକୁ ମିଳିଥିଲା ବେଳେ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ମହୁଲଡିହା ଥାନା ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଗାଁ ରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking