ଭୁବନେଶ୍ୱର : ଚିଟ ଫଣ୍ଡ ଟଙ୍କା ଖୁବଶୀଘ୍ର ଫେରସ୍ତ କରାଯିବ କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ଚିଟ ଫଣ୍ଡ ମାଲିକଙ୍କ ସମ୍ପତ୍ତି ବିକି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ପୂର୍ୱ ସରକାରର ମୁଖ୍ୟମନ୍ତ୍ରୀ ଚିଟ ଫଣ୍ଡ ବ୍ରାଣ୍ଡ ଆମ୍ବାସଡର ସାଜିଥିଲେ । ଆମ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲା ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି । ଚିଟ ଫଣ୍ଡ କ୍ଷତିପୂରଣ କଥା କ୍ୟାବିନେଟରେ ପଡିସାରିଛି ।