14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଭୂମିକମ୍ପ ଝଟକାରେ ଥରିଲା ଚୀନ୍‌

ଭୂମିକମ୍ପ ଝଟକାରେ ଥରିଲା ଚୀନ୍‌

ଚୀନ୍‌: ଭାରତର ପଡୋଶୀ ଦେଶ ଚୀନ୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ମଙ୍ଗଳବାର ସକାଳ ୮:୪୫ରେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ୍‌) ଅନୁଯାୟୀ, ଜିନଜିଆଙ୍ଗରେ ୪.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଥିଲା ୪୧.୬୫ ଅକ୍ଷାଂଶ ଏବଂ ୮୧.୧୪ ପୂର୍ବ ଦ୍ରାଘିମା । ଏହାର ଗଭୀରତା ଭୂମିଠାରୁ ମାତ୍ର ୧୦ କିଲୋମିଟର ତଳେ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking