କଟକ : ଏସସିବିରେ ଶିଶୁ ଅଦଳବଦଳ ଘଟଣାରେ ଉଦବେଗ ପ୍ରକାଶ କଲେ ହାଇକୋର୍ଟ । ରାଜ୍ୟ ଜିଏ, ସ୍ୱାସ୍ଥ୍ୟ , ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଜବାବତଲାବ ଦେଇଛନ୍ତି ା ଏସସିବି ସପରିଟେଣ୍ଟେଣ୍ଟଙ୍କୁ ପୂଣ୍ଣାଙ୍ଗ ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୁରୀ କୁମ୍ଭାରପଡାରେ ଜଣେ ବ୍ୟକ୍ତି ।