26.1 C
Bhubaneswar
Thursday, December 18, 2025
Homeଓଡିଶାପିଲା ଚୋରି ମିଥ୍ୟା: ଅଧିକ୍ଷକ

ପିଲା ଚୋରି ମିଥ୍ୟା: ଅଧିକ୍ଷକ

ନୟାଗଡ଼: ମେଡିକାଲରୁ ନବଜାତ ଚୋରି ଘଟଣାରେ ଟ୍ୱିଷ୍ଟ। ଚୋରି ଘଟଣାକୁ ଖଣ୍ଡନ କଲେ ରାଜସୁନାଖଲା ସିଏଚସି ଅଧିକ୍ଷକ । ମେଡିକାଲରେ ମହିଳାଙ୍କ ପ୍ରସବ ହୋଇନଥିବା କହିଲେ ଅଧିକ୍ଷକ । ଏଠାରେ ପ୍ରସବ ଓ ପିଲାଚୋରି କଥା ସମ୍ପୂର୍ଣ ମିଥ୍ୟା । ଓପିଡି ଟିକେଟ ହିଁ କରିନାହାନ୍ତି । କାହିଁକି ଏପରି କହୁଛନ୍ତି ସେ , ଆମେ ଜାଣିନୁ। ଏ ନେଇ ଥାନାରେ ଏତଲା କରି ତଦନ୍ତ ପାଇଁ କହିବୁ । ସକାଳେ ବୋଲଗଡର ଦମ୍ପତି ପିଲା ଚୋରି ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking