ଭୁବନେଶ୍ୱର: ଦାୟିତ୍ୱ ନେଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ଶିଶୁ ମାନଙ୍କର ବିକାଶ ପାଇଁ କାଯ୍ୟ କରିବି ବୋଲି କହିଲେ । ବିଗତ କେସଗୁଡିକୁ ଅନୁଧ୍ୟାନ କରିବି, ରୋଡମ୍ୟାପ ପ୍ରସ୍ତୁତ କରିବି । ଶିଶୁ ଦେଶର ଭବିଷ୍ୟତ । ସେମାନଙ୍କର ସୁରକ୍ଷା ଜରୁରୀ । ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି କାଯ୍ୟ କରିବି ।








