26.1 C
Bhubaneswar
Thursday, April 2, 2026
Homeଓଡିଶା‘ଆମ ସାଥି’ ଚାଟବଟ ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ

‘ଆମ ସାଥି’ ଚାଟବଟ ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆମ ସାଥି ୟୁନିଫାଏଡ ହ୍ୱାଟସଆପ ବଟ ହେଲା ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଏଣିକି ହାତ ପାହାନ୍ତରେ ମିଳିପାରିବ ସରକାରୀ ସୁବିଧା । ହ୍ୱାଟସଆପ ବଟରେ ସମସ୍ୟା ଜମାଇପାରିବେ ଜନସାଧାରଣ । ସମସ୍ୟା ଜଣାଇବା ପରେ ସମାଧାନ ମ୍ୟ ହୋଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking