19.1 C
Bhubaneswar
Tuesday, January 13, 2026
Homeଓଡିଶାମହାନଦୀ ସମସ୍ୟାର ସମାଧାନ ଖୁବଶୀଘ୍ର

ମହାନଦୀ ସମସ୍ୟାର ସମାଧାନ ଖୁବଶୀଘ୍ର

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ଦେଇଛନ୍ତି । ମହାନଦୀ ବିବାଦ ଆଲୋଚନା ରହିଛି । ଏବଂ ସମାଧାନ ପାଇଁ ଆଲୋଚନା ମଧ୍ୟ ଜାରି ରହିଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ୨ ଥର ଆଲୋଚନା ହୋଇଛି । ଜଳ ବିବାଦ ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ଆଗାମୀ ଦିନରେ ମହାନଦୀ ଉପରେ ପ୍ରସ୍ତାବିତ ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ବିଚାର ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking