16.1 C
Bhubaneswar
Wednesday, January 14, 2026
Homeଓଡିଶାଆଇଏମଡି ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଇଏମଡି ଡିଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଜାତିସଂଘ ସାସାକାୱା ପାଇଁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରାକୃତିକ ବିପଯ୍ୟୟ ବେଳେ ସଠିକ ଆକଳନ ସହାୟକ ହୋଇଛି ।  ସଠିକ ଆକଳନ  ଅଗଣିତ ବହୁମୂଲ୍ୟ ଜୀବନ ରକ୍ଷା କରିପାରୁଛ । ଜଣେ ଓଡିଆ ଭାବେ ରାଜ୍ୟ ଓ ଦେଶ ପାଇଁ ଏହା ଗର୍ୱ ଓ ଗୌରବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking