21.1 C
Bhubaneswar
Sunday, December 21, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ‘ଓଡିଶା ଦିବସ’ର ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀଙ୍କ ‘ଓଡିଶା ଦିବସ’ର ଶୁଭେଚ୍ଛା

ଭୁବନେଶ୍ୱର: ଓଡିଶା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି , ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଗୌରବ ବଢାଇଥିବା ମହାପୁରୁଷଙ୍କ ଶ୍ରଦ୍ଧାଞ୍ଜଳି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ପାଇଁ  ବିନମ୍ର ଶ୍ରଦ୍ଧାଞ୍ଜଳି । ଆସନ୍ତୁ ସୁସ୍ଥ ଓ ବିକଶିତ ଓଡିଶା ଗଠନ ସଂକଳ୍ପକୁ ଆହୁରି ଦୃଢ କରିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking