Homeଓଡିଶାଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଓଡିଶାଭୁବନେଶ୍ୱର ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି By Ona Khabara 28/07/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଜୁଲାଇ ୨୯ ତାରିଖ ଅର୍ଥାତ (ସୋମବାର ଦିନ ) ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Share FacebookTwitterPinterestWhatsAppLinkedinReddItTelegram Previous articleମୁଣ୍ଡଳୀରେ ବହିବ ୫ ଲକ୍ଷ କ୍ୟୁସେକ ପାଣିNext articleବୈଠକ ଛାଡ଼ି ଚାଲିଯିବା ଠିକ ହେଲାନି :ଚିରାଗ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଶ୍ରମ ବିଦ୍ୟାଳୟରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର ଓଡିଶା ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ ଦେଶ ବିଦେଶ ଝାଡଖଣ୍ଡ ବିଜେପି: ଜୁଏଲ ଇଲେକ୍ସନ ଅଫିସର ଦେଶ ବିଦେଶ ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା