17.1 C
Bhubaneswar
Tuesday, December 23, 2025
Homeଓଡିଶାବିଜୁବାବୁଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ବିଜୁବାବୁଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁବାବୁଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଚଳି  ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।  କହିଛନ୍ତି ବିଜୁ ପଟ୍ଟନାୟକ ଆଧୁନିକ ଓଡିଶା ନିର୍ମାତା । ମୁଖ୍ୟମନ୍ତ୍ରୀ ହିସାବରେ ଓଡିଶା ପ୍ରତି ତାଙ୍କର ଅବଦାନ ଅତୁଳନୀୟ ରହିଛି ।  ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking