32.1 C
Bhubaneswar
Wednesday, September 18, 2024
Homeଓଡିଶାବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବ୍ରହ୍ମପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବ୍ରହ୍ମପୁର : ବନ୍ଦେ ଭାରତ ଟ୍ରେନ୍‌ ଉଦ୍‌ଘାଟନୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ତାରିଖ ବ୍ରହ୍ମପୁର ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର  ମହାନଗର ନିଗମ କର୍ମଚାରୀଙ୍କ ମାସର ଦ୍ୱିତୀୟ ଶନିବାର ଓ ରବିବାର ଛୁଟି ବାତିଲ୍‌ କରିଛି ।କେହି ମୁଖ୍ୟାଳୟ ଛାଡ଼ି ଯାଇପାରିବେନି । ଦରକାର ପଡ଼ିଲେ ସର୍ଟ ନୋଟିସ୍‌ରେ ଅଫିସ୍‌କୁ ଆସିବାକୁ ପଡ଼ିବ। ଏନେଇ ବିଏମ୍‌ସି କମିଶନର୍‌ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି । କର୍ମଚାରୀଙ୍କ ଅନୁପସ୍ଥିତିକୁ ଗୁରୁତର  ସହ ଗ୍ରହଣ କରାଯିବ ବୋଲି କମିଶନର ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking