ବରଗଡ: ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧନୁଯାତ୍ରା ଦେଖିବାକୁ ବରଗଡର ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ । କିଛି ସମୟ ପରେ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ । ଡିସେମ୍ବର ୨୬ରୁ ଧନୁଯାତ୍ରା ଆରମ୍ଭ ହୋଇଛି । ଜାନୁଆରୀ ୩ରେ ଶେଷ ହେବ ୭୮ ତମ ଧନୁଯାତ୍ରା।










