27.1 C
Bhubaneswar
Wednesday, February 4, 2026
Homeଓଡିଶାକୋରାପୁଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୋରାପୁଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୋରାପୁଟ: କୋରାପୁଟକୁ ଆଜି ମିଳିବ ବଡ ଉପହାର । କୋରାପୁଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।କୋରପୁଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମିଳିବ ନୂଆ ଗତି । ଉଦଘାଟିତ ହେବ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜର ନୂଆ କୋଠା ।  ୬୫୦ଶଯ୍ୟା ବିଶିଷ୍ଟ ନୂତନ କୋଠାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉପକୃତ ହେବେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ । ପଡୋଶୀ ଛତିଶଗଡର ରୋଗୀମାନେ ଉପକୃତ ହୋଇପାରିବେ । କୋରାପୁଟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ  ା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking