ଭୁବନେଶ୍ୱର: ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟପାଳ ହରିବାରୁ କମ୍ଭମପତିଙ୍କୁ ଭେଟିଲା ପରେ ବଢିଲା ଚର୍ଚ୍ଚା । ସୌଜନ୍ୟମୂଳକ ସାକ୍ଷାତ କରିଥିବା ସୂଚନା ମିଳୁଛି । ବର୍ତ୍ତମାନ ସମୟର ସାକ୍ଷାତ କଣ ଦେଉଛି ସଂକେତ? ରାଜ୍ୟରେ ବଢୁଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଲେ କି ଅବଗତ ? ହେଉଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମାଗିଲେ କି ସମୟ ? କଣ ହୋଇଥାଇପାରେ ଚର୍ଚ୍ଚା ତାହାକୁ ନେଇ ପ୍ରଶ୍ନ ଉଠୁଛି ।










