29.1 C
Bhubaneswar
Sunday, March 16, 2025
Homeଓଡିଶାରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ବର: ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ଭାରତୀୟ ସାହିତ୍ୟ ଜଗତର ଅନ୍ୟତମ ଶ୍ରେଷ୍ଠ କବି । କାଳଜୟୀ କବିତା ରଚନା ପାଇଁ ସ୍ମରଣୀୟ ରହିବେ । ଓଡିଆ ସାହିତ୍ୟକୁ ଦେଇଥିଲେ ନୂଆ ପରିଚୟ ଦେଇ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଥିଲେ । ତାଙ୍କର ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking