23.1 C
Bhubaneswar
Sunday, February 8, 2026
Homeଓଡିଶାଓପିଏସସିକୁ ମୁଖ୍ୟ ସୂଚନା ଅଧିକାର କମିଶନଙ୍କ ନିର୍ଦ୍ଦେଶ

ଓପିଏସସିକୁ ମୁଖ୍ୟ ସୂଚନା ଅଧିକାର କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓପିଏସସି ଦ୍ଵାରା ପରିଚାଳିତ ପରୀକ୍ଷାର ସାକ୍ଷାତକାର ନଂ ସାର୍ବଜନୀନ ବାଧ୍ୟତାମୂଳକ। ଏନେଇ ଓଡ଼ିଶା ମୁଖ୍ୟ ସୂଚନା ଅଧିକାର କମିଶନ ଓପିଏସସିକୁ ଦେଲେ ନିର୍ଦ୍ଦେଶ। ପୂର୍ବରୁ କେବଳ ଓସିଏସ ସାକ୍ଷାତକାର ପରୀକ୍ଷାର ନଂ ସାର୍ବଜନୀନ କରୁଥିଲା ଓପିଏସସି। ଭଦ୍ରକର ମିନତି ମହାପାତ୍ର ସହକାରୀ ପ୍ରଫେସର ପାଇଁ ପରୀକ୍ଷା ଦେଇଥିଲେ। ମାତ୍ର ତାଙ୍କର ସାକ୍ଷାତକାର ନମ୍ବର ଦେଇନଥିଲା ଓପିଏସସି। ଯାହାକୁ ନେଇ ମିନତି ୨୦୨୨ରେ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନା କମିଶନ ବିଚାର କରି ସବୁ ସାକ୍ଷାତକାର ନଂ ସାର୍ବଜନୀନ କରିବାକୁ କହିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking