ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଚିଠି । ମହାନଦୀ ଜଳବିବାଦ ନେଇ ପ୍ରତି ଉତ୍ତର ରଖି ଲେଖିଲେ ଚିଠି । ଆପୋସ ଆଲୋଚନାରେ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ଲେଖିଥିଲେ । ଗତ ୨୫ ତାରିଖରେ ଲେଖିଥିବା ଚିଠି ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ସହମତି ଦେଲେ । ଏହା ବିଚାରଧୀନ ଅଛି ବୋଲି ଚିଠିରେ ସ୍ପଷ୍ଟ କଲେ ।










