25.1 C
Bhubaneswar
Thursday, March 5, 2026
Homeଓଡିଶାଆସନ୍ତାକାଲି ନୂଆପଡା ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ନୂଆପଡା ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ନୂଆପଡା ଆସିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ। ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ପ୍ରଚାର ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଗୁରୁବାର ନୂଆପଡା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ସାଏ ନୂଆପଡାର ପଞ୍ଚମପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ଛତିଶଗଡ ସୀମାନ୍ତ ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ଅଛି। ନୂଆପଡ଼ା ଛତିଶଗଡ଼ର ମହାସମୁନ୍ଦ ଏବଂ ଗାରିଆବନ୍ଦ ସହିତ ସୀମା ଅଂଶୀଦାର। ଯାହା ଫଳରେ ଭୋଟରଙ୍କ ମଧ୍ୟରେ ଛତିଶଗଡ଼ୀ ପ୍ରଭାବ ସୃଷ୍ଟି ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking