24.1 C
Bhubaneswar
Friday, February 6, 2026
Homeଓଡିଶାବରଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସିଛନ୍ତି । ହେଲିକପ୍ଟର ଯୋଗେ ସେ  ପହଞ୍ଚିଛନ୍ତି । ବରଗଡ଼ ବ୍ଲକ ବଗେଇବିରା ଗ୍ରାମର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସେ ସେଠାରୁ କାର୍ ଯୋଗେ ବରଗଡ଼ ବ୍ଲକ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିରକୁ ଆସିଥିଲେ । ମନ୍ଦିରକୁ ପହଞ୍ଚିବା ପରେ ମାଁ ବୈଷ୍ଣୋଦେବୀଙ୍କୁ ଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ସାଏ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking