27.1 C
Bhubaneswar
Thursday, February 12, 2026
Homeଓଡିଶାମୋବାଇଲ୍ ଟର୍ଚ୍ଚରେ କେମୋ ଚିକତ୍ସା

ମୋବାଇଲ୍ ଟର୍ଚ୍ଚରେ କେମୋ ଚିକତ୍ସା

ସମ୍ବଲପୁର :ବୁର୍ଲା ଭୀମ୍‌ସାରରେ ସାଂଘାତିକ ବିଦ୍ୟୁତ୍ ବିଭ୍ରାଟ। କ୍ୟାନ୍‌ସର ୱାର୍ଡରେ କାଟିଦେଲେ ଲାଇନ୍। କୌଣସି ପୂର୍ବ ସୂଚନା ନଦେଇ ବିଦ୍ୟୁତ୍ କାଟିଦେଲା ବିଭାଗ। ଅନ୍ଧାରରେ ରହିଥିଲେ କେମୋ ଚିକିତ୍ସା ନେଉଥିବା ରୋଗୀ। ଜରୁରୀ ପରିସ୍ଥିତିରେ କିଛି ରୋଗୀଙ୍କୁ ମୋବାଇଲ୍ ଟର୍ଚ୍ଚରେ କେମୋ ଚିକତ୍ସା ଦିଆଯାଇଛି। ଦିନ ୧୨ଟାରୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ କ୍ୟାନ୍‌ସର ବିଭାଗ ଏପରି ଅନ୍ଧାରରେ ରହିଥିଲା। କେମୋ ବିଭାଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗ। ଜୀବନ ସହ ସଂଗ୍ରାମ କରୁଥିବା ରୋଗୀ ଏଠାରେ ଚିକିତ୍ସିତ ହେଉଥାନ୍ତି। ଏପରି ସ୍ଥିତିରେ କିପରି ବିନା ସୂଚନାରେ ବିଦ୍ୟୁତ କଟାଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking